BSE Odisha Class 6 Science Solutions Chapter 1 ଖାଦ୍ୟର ଉତ୍ସ

 

BSE Odisha Class 6 Science Solutions 

Chapter 1

 ଖାଦ୍ୟର ଉତ୍ସ

1.ତଳେ ଦିଆଯାଇଥ‌ିବା ଉଭିଦମାନଙ୍କର କେଉଁ ଅଂଶ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ଲେଖ ।



ଉ –


 2.ତଳେ କେତେକ ଖାଦ୍ୟର ନାମ ଦିଆଯାଇଛି । ସେହି ଖାଦ୍ୟର ଉପାଦାନଗୁଡ଼ିକ ଲେଖ ।



 3.(କ) ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି ।

(ଖ) ସେହି ଉପାଦାନଗୁଡ଼ିକ କେଉଁଠୁ ମିଳେ ଦୁଇଟି ସ୍ତମ୍ଭରେ ସଜାଇ ଲେଖ ।
ଉ –


4.ନିମ୍ନୋକ୍ତ ଜିନିଷ ମଧ୍ୟରେ ଥ‌ିବା ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ ।
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ।

ଉ –
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ପାର୍ଥକ୍ୟ –

ପାଚିଲା ଅମୃତଭଣ୍ଡାରକଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡାର ଉପର ରଙ୍ଗ ହଳଦିଆ ।(i) କଞ୍ଚା ଅମୃତଭଣ୍ଡାର ରଙ୍ଗ ସବୁଜ ।
(ii) ପାଚିଲା ଅମୃତଭଣ୍ଡା ନରମ ।(ii) କଞ୍ଚା ଅମୃତଭଣ୍ଡା ଟାଣ !

ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ସାମଞ୍ଜସ୍ୟ –

ପାଚିଲା ଅମୃତଭଣ୍ଡାରକଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ ।(i) କଞ୍ଚା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(ii) ପାଚିଲା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି ।(ii) କଞ୍ଚା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି ।

 5.‘କ’ ସ୍ତମ୍ଭରେ ଥ‌ିବା ପ୍ରତ୍ୟେକ ଖାଦ୍ୟକୁ ‘ଖ’ ସ୍ତମ୍ଭରେ ଦିଆଯାଇଥ‌ିବା ସମ୍ପର୍କିତ ଉଦ୍ଭଦ ଓ ପ୍ରାଣୀ ସହିତ ସଂଯୋଗ କର ।



ଉ –


6.(କ) ପାଳଙ୍ଗଶାଗ ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ତନ୍ମଧ୍ୟରୁ ପାଞ୍ଚାଟିର ନାମ ଲେଖ ।
ଉ –
ପାଳଙ୍ଗ ଶାଗ ଉପାଦାନ ରୂପରେ ଖାଦ୍ୟ ପାଞ୍ଚଟି ହେଲା – ପାଳଙ୍ଗ ଶାଗ ଭଜା, ପାଳଙ୍ଗ ଶାଗ ତରକାରୀ, ପାଳଙ୍ଗ ଶାଗ ପରଟା, ପାଳଙ୍ଗ କୁପ୍ତା ଓ ପାଳଙ୍ଗ ପନିଅର ।

(ଖ) ଅଣ୍ଡା ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ସେଗୁଡ଼ିକର ନାମ ଲେଖ ।
ଉ –
ଅଣ୍ଡା ତରକାରି, ଚାଓମିନ୍, ତଡ଼କା, ଭୁଜିଆ, ଆମ୍‌ଲେଟ୍‌, କେକ୍, ପାଉଁରୁଟି ଆଦି ଖାଦ୍ୟ ତିଆରି ପାଇଁ ଅଣ୍ଡା ଉପାଦାନ ରୂପରେ ବ୍ୟବହାର କରାଯାଏ ।

 7.ତୁମ ଅଞ୍ଚଳରୁ ଯଦି ଆଜି ସବୁ ପୋକ, ମାଛି ଲୋପପାଇଯିବେ; ତେବେ ଯେଉଁ ଯେଉଁ ଜୀବମାନଙ୍କର ଖାଦ୍ୟ ସଂଗ୍ରହରେ ଅସୁବିଧା ହେବ ତନ୍ମଧ୍ୟରୁ ପାଞ୍ଚଟିର ନାମ ଲେଖ ।
ଉ –
ଜୀବ ପାଞ୍ଚଟିର ନାମ ହେଲା – (i) କୁକୁଡ଼ା, (ii) ବତକ, (iii) ଝିଟିପିଟି, (iv) ପିମ୍ପୁଡ଼ି, (v) ଏଣ୍ଡୁଅ ।



Post a Comment

0 Comments