BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.3

 

BSE Odisha 6th Class Maths Solutions

  Chapter 2 


ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା 


Ex 2.3

1.10 ଓ 30 ମଧ୍ୟରେ ଥ‌ିବା ମୌଳିକ ସଂଖ୍ୟାଗୁଡ଼ିକ (prime numbers) ଲେଖ ।
ସମାଧାନ:
10 ଓ 30 ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ହେଲା
11, 13, 17, 19, 23  29 

2  .3, 4 ଓ 5 ର ତିନୋଟି ସାଧାରଣ ଗୁଣିତକ  (LCM  = Least Common Multiple.)ଲେଖ । 

ସମାଧାନ:


ଏଣୁ 2x2x3x5 = 60


3, 4 ଓ 5 ର ତିନୋଟି ସାଧାରଣ ଗୁଣିତକ(LCM) ଲେଖ । = 3 × 4 × 5 = 60

3, 4 ଓ 5 ର ତିନୋଟି ସାଧାରଣ ଗୁଣିତକ(LCM) ହେଲା = 60, 120, 180

3.60 ଓ 75 ସାଧାରଣ ଗୁଣନୀୟକଗୁଡ଼ିକୁ ଲେଖ ।
ସମାଧାନ:
60 ର ଗୁଣନୀୟକ (FACTORS )ଗୁଡ଼ିକ ହେଲା –  1, 2, 3, 4, 5, 6, 10, 12, 15, 20, 30  60
75 ର ଗୁଣନୀୟକ
(FACTORS )ଗୁଡ଼ିକ ହେଲା 1, 3, 5, 15, 25 ଓ 75

60 ଓ 75 ର ସାଧାରଣ ଗୁଣନୀୟକଗୁଡ଼ିକ(FACTORS ) ହେଲା – 1, 3, 5 ଓ 15

4.ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତିକୁ ପଢ଼ି ତାହା ଭୁଲ୍ କି ଠିକ୍ କହ । 
(ଉପଯୁକ୍ତ କାରଣ ଦେଇ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।)

(କ) କୌଣସି ସଂଖ୍ୟାର ଅସଂଖ୍ୟ ଗୁଣନୀୟକ ଥାଏ।
ସମାଧାନ:
2 ର ଗୁଣନୀୟକଗୁଡ଼ିକ ହେଲା – 1,
ଓ 

ତେଣୁ କୌଣସି ସଂଖ୍ୟାର ଅସଂଖ୍ୟ ଗୁଣନୀୟକ ନଥାଏ । (ଉକ୍ତିଟି ଭୁଲ ଅଟେ ।)

(ଖ) 4 ଓ 9 ପରସ୍ପର ମୌଳିକ ସଂଖ୍ୟା  (prime numbers)

ସମାଧାନ:

4 ର ଗୁଣନୀୟକଗୁଡ଼ିକ (factors ) ହେଲା – 1, 2, 4; 

9 ର ଗୁଣନୀୟିକଗୁଡ଼ିକ ହେଲା – 1, 3, 9 
ତେଣୁ 4 ଓ 9 ପରସ୍ପର ମୌଳିକ ସଂଖ୍ୟା 
(prime numbers) (ଉକ୍ତିଟି ଠିକ୍ ଅଟେ ।)

(ଗ) କୌଣସି ସଂଖ୍ୟା ସେହି ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକ ।
ସମାଧାନ:


ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକ 1 ଓ ବୃହତ୍ତମ ଗୁଣନୀୟକ ସେହି ସଂଖ୍ୟା ।

 (ଉକ୍ତିଟି ଭୁଲ୍ ଅଟେ ।)

(ଘ) 9 ଓ 13 ର କୌଣସି ସାଧାରଣ ଗୁଣନୀୟକ ନାହିଁ।
ସମାଧାନ:

ସାଧାରଣ ଗୁଣନୀୟକ  (common  factor) = 1 ଓ 9 

13 ସାଧାରଣ ଗୁଣନୀୟକ  (common  factor) = 1 ଓ 13 
ତେଣୁ  9 ଓ 13 ର ସାଧାରଣ ଗୁଣନୀୟକ (common  factor ) 1 । (ଉକ୍ତିଟି ଭୁଲ୍ ଅଟେ ।)

(ଙ) କୌଣସି ସଂଖ୍ୟାର ନିର୍ଦ୍ଦିଷ୍ଟ ସଂଖ୍ୟକ ଗୁଣନୀୟକ ଥାଏ । 
ସମାଧାନ:
(ଉକ୍ତିଟି ଠିକ୍ ଅଟେ ।)

(ଚ) 12 ହେଉଛି ଗୋଟିଏ ପରିପୂର୍ଣ୍ଣ ସଂଖ୍ୟା ।
ସମାଧାନ:
12 ର ଗୁଣନୀୟକଗୁଡ଼ିକ ହେଲା = 1, 2, 3, 4, 6  ଓ 

12 ର ଗୁଣନୀୟକଗୁଡ଼ିକ ହେଲା = 1 + 2 + 3 + 4 + 6 + 12 = 28
12 ର 2 ଗୁଣ = 12 × 2 = 24 । ତେଣୁ 12 ଏକ ପୂର୍ଣ୍ଣସଂଖ୍ୟା ନୁହେଁ । (ଉକ୍ତିଟି ଭୁଲ୍ ଅଟେ ।)

Post a Comment

0 Comments