BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2

 

BSE Odisha 6th Class Maths Solutions

 Chapter 2


 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା 


Ex 2.2

1.ବିଭାଜ୍ୟତା ନିୟମକୁ ବ୍ୟବହାର କରି, ତଳେ ଦିଆଯାଇଥିବା ସଂଖ୍ୟାଗୁଡ଼ିକ 2 ଦ୍ୱାରା, 3 ଦ୍ୱାରା, 4 ଦ୍ବାରା, 5 ଦ୍ବାରା, 6 ଦ୍ୱାରା, 8 ଦ୍ଵାରା, 9 ଦ୍ୱାରା, 11 ଦ୍ବାରା ବିଭାଜ୍ୟ କି ନୁହେଁ ପରୀକ୍ଷା କର ଓ ଯେଉଁ ସଂଖ୍ୟାଦ୍ଵାରା ବିଭାଜ୍ୟ ସେହି ସଂଖ୍ୟା ତଳେ ଥିବା ଘରେ ଠିକ (✓) ଚିହ୍ନ ଦିଅ।


 

ସମାଧାନ 


(i) 990, 1586, 400, 6666, 639210, 429714, 2856, 900000
ସଂଖ୍ୟାଗୁଡ଼ିକ 2 ଦ୍ୱାରା ବିଭାଜ୍ୟ, କାରଣ ଏହି ସଂଖ୍ୟାଗୁଡ଼ିକର ଏକକ ସ୍ଥାନରେ 0, 6, 4 ଅଛି 



Post a Comment

0 Comments