BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.1

 



BSE Odisha 6th Class Maths Solutions

 Chapter 2 


ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା


 Ex 2.1

(5 ଓ 7 ର ଯୋଗଫଳକୁ 12 ଦ୍ଵାରା ହରଣ।
ସମାଧାନ:
(5 + 7 ) ÷ 12

(12 କୁ 5 ଓ 3 ର ବିୟୋଗଫଳ ଦ୍ଵାରା ହରଣ।
ସମାଧାନ:
12 ÷ (5 + 3)

() 15 ରୁ 12 ର ବିୟୋଗଫଳଠାରୁ 1 ଅଧିକ ସଂଖ୍ୟା ସହ 20 ଗୁଣନ
ସମାଧାନ:
(15 – 12 + 1) × 20

(ଘ) 133 କୁ 4 ଓ 5 ର ଗୁଣଫଳରୁ 1 କମ୍ ହୋଇଥିବା ସଂଖ୍ୟା ଦ୍ଵାରା ହରଣ
ସମାଧାନ:
133 ÷ (4 × 5 – 1)

 2.ଭୁଲ ଥିଲେ ଠିକ୍ କରି ଲେଖ :

() 12 + 4 – 1 କୁ ସରଳ କରିବା ବେଳେ ପ୍ରଥମେ 12 କୁ 4 ଦ୍ଵାରା ହରଣ କରିବାକୁ ହେବ।
ସମାଧାନ:
ଠିକ 

() (6 – 3) × 2 କୁ ସରଳୀକରଣ କରିବା ବେଳେ ପ୍ରଥମେ 6 – 3 ର ବିୟୋଗଫଳ ନିର୍ଣ୍ଣୟ କରିବା ।
ସମାଧାନ:
ଠିକ 

(ଗ) 12 – {8 ÷ (3 – 1)} କୁ ସରଳ କଲାବେଳେ ପ୍ରଥମେ 12 ରୁ 8 କୁ ବିୟୋଗ କରାଯିବ ।
ସମାଧାନ:
12 – {8 ÷ (3 – 1)} କୁ ସରଳ କଲାବେଳେ ପ୍ରଥମେ 3 ରୁ 1 କୁ ବିୟୋଗ କରାଯିବ ।

(ଘ) 20 × {6 ÷ (3 – 2)} କୁ ସରଳ କରିବା ବେଳେ ପ୍ରଥମେ 6 + 3 ର କାର୍ଯ୍ୟ କରାଯାଏ ।
ସମାଧାନ:
20 × {6 ÷ (3 – 2)} କୁ ସରଳ କରିବାବେଳେ ପ୍ରଥମେ 3 – 2 ର କାର୍ଯ୍ୟ କରାଯାଏ ।

3.ସରଳ କର :

(କ) ) [9 × {7 – (2 + 3)}]

ସମାଧାନ:
[9 × {7 – (2 + 3)}]
= [9 × {(7 – 5)}]
= 9 × 2
= 18

() 1 – [1 – (1 – (1 – 11¯¯¯¯¯¯¯¯¯¯¯)}]
ସମାଧାନ:
1 – [1 – (1 – (1 – 11¯¯¯¯¯¯¯¯¯¯¯)}]
= 1 – [1 – {1 – (1 – 0)}]
= 1 – [1 – {1 – 1}]
= 1 – [1 – 0]
= 1 – 1
= 0

() 5 – 15 – 15 – (5 – 55¯¯¯¯¯¯¯¯¯¯¯)}]
ସମାଧାନ:
5 – 15 – 15 – (5 – 55¯¯¯¯¯¯¯¯¯¯¯)}]
= 5 – [5 – {5 – (5 – 0)}]
= 5 – [5 – {5 – 5}]
= 5 – [5 – 0]
= 5 – 5
= 0

() [(3 × 2- (2 × 63¯¯¯¯¯¯¯¯¯¯¯)) ((15 ÷ 83¯¯¯¯¯¯¯¯¯¯¯) + (12 ÷  42¯¯¯¯¯¯¯¯¯¯¯)}]
ସମାଧାନ:
[(3 × 2- (2 × 63¯¯¯¯¯¯¯¯¯¯¯)) ((15 ÷ 83¯¯¯¯¯¯¯¯¯¯¯) + (12 ÷  42¯¯¯¯¯¯¯¯¯¯¯)}]
= [{3 × 2 – (2 × 3)} – 15 ÷ 5) + (12 ÷ 2)}]
= [{3 × 2 – 6} – {3 + 6}]
= [{6 – 6} – 9] = [0 – 9]
= -9

Post a Comment

0 Comments