BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.5

 

BSE Odisha 6th Class Maths Solutions

 Chapter 2 


ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା


 Ex 2.5

5. ଗୋଟିଏ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ଦୁଇଟି ବିଭାଗ ଅଛି । ସେ ଦୁଇଟି ହେଲେ A ଓ B  A ବିଭାଗରେ ଛାତ୍ରଛାତ୍ରୀ ପ୍ରତି 32 ଦିନର ବ୍ୟବଧାନରେ ପ୍ରତିଯୋଗିତା ଆୟୋଜନ କରନ୍ତି । B ବିଭାଗର ଛାତ୍ର-ଛାତ୍ରୀମାନେ ଏହି ପ୍ରତିଯୋଗିତା 36 ଦିନର ବ୍ୟବଧାନରେ ଆୟୋଜନ କରନ୍ତି । ଦୁଇଟି ବିଭାଗ ବର୍ଷ ଆରମ୍ଭର ପ୍ରଥମ ଦିନ ପ୍ରତିଯୋଗିତା ଆୟୋଜନ କରନ୍ତି । ଏଠାରେ କ୍ଷୁଦ୍ରତମ ଦିନ ସଂଖ୍ୟା ନିର୍ଣ୍ଣୟ କର, ଯେତେଦିନ ପରେ ଉଭୟ ବିଭାଗର ପ୍ରତିଯୋଗିତା ଏକା ଦିନରେ ହେବ ।
ସମାଧାନ:
ଷଷ୍ଠ ଶ୍ରେଣୀର A ବିଭାଗର ଛାତ୍ରଛାତ୍ରୀ 32 ଦିନ ବ୍ୟବଧାନରେ ଓ B ବିଭାଗର ଛାତ୍ରଛାତ୍ରୀ 36 ଦିନ ବ୍ୟବଧାନରେ ପ୍ରତିଯୋଗିତା ଆୟୋଜନ କରନ୍ତି ।
ଏଠାରେ 32 ଓ 36 ର ଲ.ସା.ଗୁ. ନିର୍ଣ୍ଣୟ କରିବାକୁ ହେବ ।

∴ ଲ.ସା.ଗୁ. = 2 × 2 × 2×2×2×3×3 = 288
288 ଦିନ ପରେ ଉଭୟ ବିଭାଗର ପ୍ରତିଯୋଗିତା ଆରମ୍ଭ ଏକା ଦିନରେ ହେବ ।

 6. 10,000 ର ନିକଟତମ ଦୁଇଟି ସଂଖ୍ୟା ନିର୍ଣ୍ଣୟ କର ଯାହା 2, 3, 4, 5, 6 ଓ 7 ପ୍ରତ୍ୟେକ ଦ୍ୱାରା ସମ୍ପୂର୍ଣ୍ଣଭାବେ ବିଭାଜ୍ୟ ହେବ ।

ସମାଧାନ 


∴ ଲ.ସା.ଗୁ. =2×2×3×5×7 = 420

10,000 ÷ 420 = 23 ଭାଗଫଳ ଓ ଭାଗଶେଷ 340

420 – 340 = 80

∴ ଗୋଟିଏ ସଂଖ୍ୟା = 10000 + 80 = 10080
ଅନ୍ୟ ସଂଖ୍ୟାଟି = 10000 – 340 = 9660

Post a Comment

0 Comments