BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1

 

BSE Odisha 6th Class Maths Solutions


 Chapter 3 


ଜ୍ୟାମିତିରେ ମୌଳିକ ଧାରଣା 


Ex 3.1

1. ଗୋଟିଏ ତ୍ରିଭୁଜ ଅଙ୍କନ କରି ନାମକରଣ କର । ତା’ର ଶୀର୍ଷବିନ୍ଦୁ, କୋଣ ଓ ବାହୁଗୁଡିକର ନାମ ଲେଖ । 
ସମାଧାନ:

କଖଗ ତ୍ରିଭୁଜର ଶୀର୍ଷବିନ୍ଦୁ = କ, ଖ ଓ ଗ 


କୋଣ = ∠ଖକଗ, ∠କଖଗ ଓ ∠କଗଖ 

ବାହୁ = 

¯¯¯¯¯¯¯¯¯¯¯¯ ଓ ¯¯¯¯¯¯  

 2. ବୃତ୍ତରେ ତା’ର ବ୍ୟାସାର୍ଦ୍ଧ ଓ କେନ୍ଦ୍ରକୁ ଦର୍ଶାଅ ।
ସମାଧାନ:



ବୃତ୍ତର କେନ୍ଦ୍ର = ‘କ’
ବୃତ୍ତର ବ୍ୟାସାର୍ଦ୍ଧ (RADIUS)  = ¯¯¯¯¯¯

 3. ନିମ୍ନ ମାପବିଶିଷ୍ଟ କୋଣଗୁଡିକୁ ସୂକ୍ଷ୍ମକୋଣ, ସମକୋଣ ଓ ସ୍ଥୂଳକୋଣରେ ବର୍ଗୀକରଣ କର ।
30°, 175°, 90°, 45°, 89°, 115°, 95°, 20°

ସମାଧାନ:
 
ଯେଉଁ କୋଣର ପରିମାଣ 90° ରୁ କମ୍ ତାହାକୁ ସୂକ୍ଷ୍ମକୋଣ(ACUTE ANGLE) =30°, 45°, 89°

 ଯେଉଁ କୋଣର ପରିମାଣ 90° ତାହାକୁ ସମକୋଣ(RIGHT ANGLE ) = 90°
 
ବଂ ଯେଉଁ କୋଣର ପରିମାଣ 90° ରୁ ବେଶୀ ଓ 180ରୁ କମ୍ ତାହାକୁ ସ୍ଥୂଳକୋଣ (OBTUSE ANGLE ) = 175°, 115°, 95°



Post a Comment

0 Comments