BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

 


BSE Odisha 6th Class Maths Solutions

 Chapter 1 


ସଂଖ୍ୟାମାନଙ୍କୁ ଜାଣିବା

 

Ex 1.4

 1.>, < ଓ = ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରି ମଧ୍ୟରେ ଲେଖ ।
(କ) 34587 ______ 10000
ସମାଧାନ:
>

(ଖ) 100000 _____ 99999
ସମାଧାନ:
>

(ଗ) 548421+2 _____ 548121
ସମାଧାନ:
>

(ଘ) 875600 _____ 915840
ସମାଧାନ:
<

(ଙ) 965842 _____ 965742
ସମାଧାନ:
>

(ଚ) 1278942 _____ 999985-2
ସମାଧାନ:
>

(ଛ) 478007+2 _____ 478010-1
ସମାଧାନ:
=

(ଜ) 488007 _____ 4880002
ସମାଧାନ:
<


2. ଦୁଇଟି ସଂଖ୍ୟା ମଧ୍ୟରେ ବଡ଼/ ସାନ ଚିହ୍ନିବା ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଗୁଡ଼ିକ ଠିକ୍?

(କ) ଦୁଇଟି ସଂଖ୍ୟାର ଅଙ୍କ ସଂଖ୍ୟା ଅସମାନ ହେଲେ ଯେଉଁ ସଂଖ୍ୟାର ଅଙ୍କ ସଂଖ୍ୟା ଅଧ‌ିକ ସେହି ସଂଖ୍ୟାଟି ବଡ଼ । 
ସମାଧାନ:
ଠିକ୍

(ଖ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ,ତେବେ ଯେଉଁ ସଂଖ୍ୟାର ବାମପଟ ଅଙ୍କଟି ବଡ଼ ସେହି ସଂଖ୍ୟାଟି ବଡ଼ । 
ସମାଧାନ:
ଠିକ୍

(ଗ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ କେବଳ ଡାହାଣ ପାଖରେ ଥିବା ଅଙ୍କଦୁଇଟିକୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ବଛାଯାଇ ପାରିବ ।
ସମାଧାନ:
ଭୁଲ 

(ଘ) ସଂଖ୍ୟା ଦୁଇଟିର ଅଙ୍କସଂଖ୍ୟା ଅସମାନ ହେଲେ କେବଳ ଡାହାଣପଟ ଘରେ ଥ‌ିବା ଅଙ୍କମାନଙ୍କୁ ତୁଳନାକରି ବଡ଼ ସଂଖ୍ୟା ଓ ସାନସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:
ଭୁଲ 


 3.କେବଳ 1 ଓ 0 କୁ ବ୍ୟବହାର କରି ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେଗୁଡ଼ିକୁ ବଡ଼ରୁ ସାନକ୍ରମରେ ସଜାଇ ଲେଖ ।

ସମାଧାନ:
1 ଓ 0 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 10101010, 10010011, 11111110, 10000000, 11110000 ।
ବଡ଼ରୁ ସାନକ୍ରମରେ ସଜାଇ ଲେ 11111110 > 11110000 > 10101010 > 10010011 > 10000000

Post a Comment

0 Comments