CLASS 6 ODIA CHSE MATH BOOK,S ANSWAR SHEETS



 ସଂଖ୍ୟା ମାନଙ୍କୁ ଜାଣିବା 

ଅଭ୍ୟାସ କାର୍ଯ୍ୟ ୧.୧ 

1. ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ରୁ ଆରମ୍ଭ କରି ପରବର୍ତୀ ପାଞ୍ଚଟି ସଂଖ୍ୟା କୁ ଉପଯୁକ୍ତ ସ୍ଥନରେ କାମ ବ୍ୟବହାର କରି ଲେଖା ଓ ସେଗୁଡିକ ପଢ / 

ଉ: ୧୦୦୦୦୦୦୦, ୧୦୦୦୦୦୦୧,୧୦୦୦୦୦୦୨,୧୦୦୦୦୦୦୩,୧୦୦୦୦୦୦୪,୧୦୦୦୦୦୦୫,୧୦୦୦୦୦୦୬ 

2.ପଶସ୍ଥ ଅଙ୍କ ଗ୍ରୀଡ଼ ରୁ ଅଙ୍କ ନେଇ ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର ସେହି ସଂଖ୍ୟା ଗୁଡିକର ସଂଖ୍ୟା ନାମ ଲେଖ 

ଉ: ୧୦୧୪୫୧୬୮ ଏକ କୋଟି ଏକ ଲକ୍ଷ ପଂଚାଳିଶହଜାର ଏକଶହ ଅତସଠି

୨୩୪୬୨୭୫୧ ଏକ କୋଟି ଚଉତ୍ରିଶ ଲକ୍ଷ ବାଷଠୀ  ହଜାର ସାତଶହଏକାବନ

୧୨୩୪୫୮୦୬ ଏକ କୋଟି ଚଉତ୍ରିଶ ଲକ୍ଷ ଅଠାବନହଜାର ଆଠ ଶହ ଛଅ 

୬୮୩୪୭୬୭୧ ଛଅ କୋଟି ଅଠତିରିଶ ଲକ୍ଷ ସତଚାଳିଶ ହଜାର ଛଅଶହ ଏକସ୍ତରି 

୮୨୩୪୫୬୭୧ ଆଠ କୋଟି ତେଇଶ ଲକ୍ଷ ପଂଚାଳିଶ ହଜାର ଛଅଶହ ଏକସ୍ତରି 

3 ଏପରି ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରିକର , ଯାହାର ପ୍ରତ୍ୟକ ଅଙ୍କ ସମାନ ଏହିପରି ଯେତୋଟି ସଂଖ୍ୟା ସମ୍ଭବ ସେଗୁଡିକ ଲେଖ

ଉ:  ୧୧୧୧୧୧୧୧

 ୨୨୨୨୨୨୨୨

 ୩୩୩୩୩୩୩୩

 ୪୪୪୪୪୪୪୪

୫୫୫୫୫୫୫୫

୬୬୬୬୬୬୬୬

୭୭୭୭୭୭୭୭

୮୮୮୮୮୮୮୮

୯୯୯୯୯୯୯୯

୪. (କ)କେବଳ ଦୁଇଟି ଅଙ୍କ ବ୍ୟବହାର କରି ଏପରି ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯାହାର ଅଙ୍କଗୁଡିକୁ ଓଲଟା କ୍ରମରେ ଲେଖିଲେ ମିଳିଥିବା ସଂଖ୍ୟା ସଂଖ୍ୟାଟି ମୂଳ ସଂଖ୍ୟା ସହ ସମାନ ହେବ 

ଉ : ୨୧୧୨୨୧୧୨

୧୨୨୨୨୨୨୧

(ଖ) ତିନୋଟି ଅଙ୍କ ବ୍ୟବହାର କରି ଏପରି ଆଠ ଅଙ୍କ ବିଶିଷ୍ଟ ସଂଖ୍ୟାଟିଏ ଲେଖ , ଯାହାର ଅଙ୍କମାନଙ୍କର ସମଷ୍ଟି ୮ ହେବ ଏହିପରି କେତେଗୁଡିଏ ସଂଖ୍ୟା ଲେଖ /

 ୪୩୦୦୦୦୦୦

୬୧୦୦୦୦୦୦୦୦

୫୦୦୦୦୦୦୨


ଅଭ୍ୟାସ କାର୍ଯ୍ୟ 1.2


୧. ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ନିମ୍ନ ରେ ଦିଆଯାଇଥିବା ସଂଖ୍ୟା ଗୁଡିକୁ ଲେଖ ଓ ପ୍ରତୋକର ସଂଖ୍ୟା ନାମ ଲେଖ 

ଉ : ୩,୨୦,୪୧୮ 

 ୭୫,୩୮,୪୨୫

 ୧,୩୨,୪୭,୮୧୯

୧,୦୭,୦୨,୦୦୦

୫,୩୨,୧୪,୮୦୩

୨. ତୁମେ କେବଳ ୩,୪,୦ ଓ ୭ ଅଙ୍କଗୁଡିକ ବ୍ୟବହାର କରି ପାଞ୍ଚ ଲେଖାଏ ଛଅ ଅଙ୍କ ବିଶିଷ୍ଟ ଓ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର

ଉ : ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା 

 403370

307403

740730

304073

734007

ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା 

34070373

70437370

43077043

77043070

43070704

(କ) ପ୍ରତ୍ୟକ ସଂଖ୍ୟା କୁ ପଢିବା ପାଇଁ କମା ବ୍ୟବହାର କର 

(ଖ ) ସଂଖ୍ୟା ଗୁଡିକୁ ବଡରୁ ସାନ କ୍ରମରେ ସଜାଇ ଲେଖ

ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା 

 

7,34,007

7,40,730

4,03,370

3,07,403

3,04,073

ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା 

7,70,43,070

7,04,37,370

4,30,77,043

4,30,70,704

3,40,70,373

3. କେବଳ 1,0,8 ଓ 4 କୁ ବ୍ୟବହାର କରି ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ୟା ଓ ଆଠ  ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ତିଆରି କର ତୁମେ ତିଆରି କରିଥିବା ସଂଖ୍ୟା ଦୁଇଟି କୁ ବିସ୍ତାରିତ ରୂପରେ ଲେଖ 

ଉ  : ଆଠ  ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା 

10000048


 କୋଟି        

ନିୟୁତ  

ଲକ୍ଷ  

 ଅୟୁତ     

ହଜାର  

ଶହ 

ଦଶ  

 ଏକ 

 1

 0

 4


 ଆଠ  ଅଙ୍କ ବିଶିଷ୍ଟ ସବୁଠାରୁ ବଡ  ସଂଖ୍ୟା 

84100000

4.ବ୍ୟାଙ୍କରେ ଗୋଟିଏ ସପ୍ତାହର କେଉଁ ଦିନ ମୋଟ କେତେ ଟଙ୍କା ଜମା କରାଯାଇଥିଲା, ତାର ବିବରଣୀ ଦିଆଯାଇଛି । ତାହାକୁ ଦେଖୁ ତଳ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।



(କ) କେଉଁ ଦିନ କେତେ ଟଙ୍କା ଜମା କରାଯାଇଥିଲା ଅକ୍ଷରରେ ଲେଖ ।

ଉ : ସୋମବାର – 1, 23, 64,072 – ଏକ କୋଟି ତେଇଶି ଲକ୍ଷ ଚଉଷଠି ହଜାର ବାସ୍ତରୀ

ମଙ୍କଳବାର – 86,92,945 – ଛୟାଅଶୀ ଲକ୍ଷ ବୟାନବେ ହଜାର ନଅଶହ ପଇଁଚାଳିଶି
ବୁଧବାର – 89,80,001 – ଅଣାନବେ ଲକ୍ଷ ଅଶୀହଜାର ଏକ
ଗୁରୁବାର – 1,08,72,666 – ଏକ କୋଟି ଆଠ ଲକ୍ଷ ବାସ୍ତରୀ ହଜାର ଛଅଶହ ଛଅଷଠି
ଶୁକ୍ରବାର – 90,72,709 – ନବେ ଲକ୍ଷ ବାସ୍ତରୀ ହଜାର ସାତଶହ ନଅ
ଶନିବାର – 60, 12, 010 – ଷାଠିଏ ଲକ୍ଷ ବାର ହଜାର ଦଶ

(ଖ) କେଉଁ ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା?

ଉ :ସୋମବାର ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା । 

(ଗ) କେଉଁ ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା? 

ଉ : ଶନିବାର ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା ।

(ଘ) କେଉଁ କେଉଁ ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା?

ଉ :ସୋମବାର, ଗୁରୁବାର ଓ ଶୁକ୍ରବାର ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା 


 5. (କ) ଗୋଟିଏ ସଂଖ୍ୟାର ଲକ୍ଷ ସ୍ଥାନରେ 4, ଅୟୁତ ସ୍ଥାନରେ 7, ହଜାର ସ୍ଥାନରେ 2, ଶତକ ସ୍ଥାନରେ 0, ଦଶକ ସ୍ଥାନରେ 8 ଓ ଏକକ ସ୍ଥାନରେ 5 ଅଛି । ସେହି ସଂଖ୍ୟାଟିକୁ ଲେଖ ।
ଉ : 
ଲକ୍ଷ ସ୍ଥାନରେ = 4, ଅୟୁତ ସ୍ଥାନରେ = 7, ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 0, ଦଶକ ସ୍ଥାନରେ = 8 ଓ ଏକକ ସ୍ଥାନରେ = 5 ଅଛି ।
∴ ସଂଖ୍ୟାଟି = 4,72,085

(ଖ) ସବିତା ଗୋଟିଏ କାଗଜରେ ସଂଖ୍ୟାଟିଏ ଲେଖୁଲା । ସେହି ସଂଖ୍ୟାର ଏକକ ସ୍ଥାନରେ 5, ହଜାର ସ୍ଥାନରେ 2, ଶତିକ ସ୍ଥାନରେ 2, ଲକ୍ଷ ସ୍ଥାନରେ 5, ଅୟୁତ ସ୍ଥାନରେ 3, କୋଟି ସ୍ଥାନରେ 1, ନିୟୁତ ସ୍ଥାନରେ 7 ଓ ଦଶକ ସ୍ଥାନରେ 4 ଥିଲା । ସବିତା କେଉଁ ସଂଖ୍ୟା ଲେଖିଥିଲା?
ଉ : 
ସବିତା ଲେଖୁଥ‌ିବା ସଂଖ୍ୟାଟିର କୋଟି ସ୍ଥାନରେ = 1, ନିୟୁତ ସ୍ଥାନରେ = 7, ଲକ୍ଷ ସ୍ଥାନରେ = 5, ଅୟୁତ ସ୍ଥାନରେ = 3ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 2 ଦଶକ ସ୍ଥାନରେ = 4 ଓ ଏକକ ସ୍ଥାନରେ = 5 
ସଂଖ୍ୟାଟି = 1,75,32,245 
∴ ସବିତା ଲେଖୁଥ‌ିବା ସଂଖ୍ୟାଟି ହେଲା 1,75,32,245 

(ଗ) ଯୋଶେଫ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖୁଥିଲା। ଏହାର ହଜାର ସ୍ଥାନରେ 3, କୋଟି ସ୍ଥାନରେ 7, ଦଶ ଓ ଏକ ପ୍ରତ୍ୟେକ ସ୍ଥାନରେ 4 ଓ ଅନ୍ୟ ସ୍ଥାନ ଗୁଡ଼ିକରେ 0 ଲେଖୁଥିଲା। ସେ କେଉଁ ସଂଖ୍ୟା ଲେଖୁଥୁଲା? ସେହି ସଂଖ୍ୟାକୁ ଓ ଲଟାଇ ଲେଖିଲେ କେଉଁ ସଂଖ୍ୟା ମିଳିବ?
ଉ : 
ଯୋଶେଫ ଲେଖିବା ସଂଖ୍ୟାଟି = 7,00,03,044 ଓ ଲଟାଇ ଲେଖିଲେ ହେବ

 
6. (କ) 32759084 ରେ 2, 9, 8, 4  ସ୍ଥାନୀୟ ମାନ ଲେଖ ।
ଉ : 
32759084 ରେ 2  ସ୍ଥାନୀୟ ମାନ = 2000000
9 ର ସ୍ଥାନୀୟ ମାନ = 9000, 8 ର ସ୍ଥାନୀୟ ମାନ = 80 ଓ 4 ର ସ୍ଥାନୀୟ ମାନ = 4

(ଖ) 375248 ରେ ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ । ଏହି ସଂଖ୍ୟାକୁ ଓଲଟାଇ ଲେଖୁ ଯେଉଁ ସଂଖ୍ୟା ପାଇଲ ତାହାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ କେତେ ହେବ?
ଉ : 
375248 ରେ  ସ୍ଥାନୀୟ ମାନ = 300000,
7 ର ସ୍ଥାନୀୟ ମାନ = 70000, 5 ର ସ୍ଥାନୀୟ ମାନ = 5000,
2 ର ସ୍ଥାନୀୟ ମାନ = 200, 4 ର ସ୍ଥାନୀୟ ମାନ = 40 ଓ 8 ର ସ୍ଥାନୀୟ ମାନ = 8
375248 କୁ ଓ ଲଟାଇ ଲେଖିଲେ ହେବ 842573
842573 ରେ 8ର ସ୍ଥାନୀୟ ମାନ = 800000,
4 ର ସ୍ଥାନୀୟ ମାନ = 40000, 2 ର ସ୍ଥାନୀୟ ମାନ = 2000,
5 ର ସ୍ଥାନୀୟ ମାନ = 500, 7 ର ସ୍ଥାନୀୟ ମାନ = 70 ଓ 3 ର ସ୍ଥାନୀୟ ମାନ = 3

(ଗ) ତୁମ ମନରୁ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ସେହି ସଂଖ୍ୟାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ।
ଉ : 
ଆଠଅଙ୍କ ବିଶିଷ୍ଟ ସଂଖ୍ୟା = 98543210
98543210 ରେ 9 ର ସ୍ଥାନୀୟ ମାନ = 90000000,
ର ସ୍ଥାନୀୟ ମାନ = 8000000, 5 ର ସ୍ଥାନୀୟ ମାନ = 500000,
4 ର ସ୍ଥାନୀୟ ମାନ = 40000, 3 ର ସ୍ଥାନୀୟ ମାନ = 3000, 2 ର ସ୍ଥାନୀୟ ମାନ = 200, 1 ର ସ୍ଥାନୀୟ ମାନ = 10 ଓ 0 ର ସ୍ଥାନୀୟ ମାନ = 0

(ଘ) ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ଓ ବଡ଼ ସଂଖ୍ୟାକୁ ଲେଖ ।

ଉ :  ଆଠ ଅଙ୍କବିଶିଷ୍ଟ ସବୁଠାରୁ ବଡ଼ସଂଖ୍ୟା 99999999 ଓ ସାନ ସଂଖ୍ୟା 10000000

ସଂଖ୍ୟାରେ ମକା:
11111111 ରେ ଅଙ୍କମାନଙ୍କର ସମଷ୍ଟି 8, 22222222 ରେ ଅଙ୍କମାନଙ୍କର ସମଷ୍ଟି 16, 33333333 ରେ ଅଙ୍କମାନଙ୍କର ସମଷ୍ଟି 2444444444 ରେ ଅଙ୍କମାନଙ୍କର ସମଷ୍ଟି 32, 55555555 ରେ ଅଙ୍କମାନଙ୍କର ସମଷ୍ଟି 40, ତଲେଖିବା ସଂଖ୍ୟାସାନଙ୍କର ଅଙ୍କମାନଙ୍କର ସମଷ୍ଟି କେତେହେବ ମିଶାଣ ନ କରି କହ । 66666666, 77777777, 88888888, 
99999999
ଉ : 
66666666 ରେ ଅଙ୍କମାନଙ୍କର ସମଷ୍ଟି 48 । 
77777777 ରେ ଅଙ୍କମାନଙ୍କର ସମଷ୍ଟି 56 ।
88888888 ରେ ଅଙ୍କମାନଙ୍କର ସମଷ୍ଟି 64 ।
99999999 ରେ ଅଙ୍କମାନଙ୍କର ସମଷ୍ଟି 72 ।


ଅଭ୍ୟାସ କାର୍ଯ୍ୟ 1.3

BOOK'S PDF

Post a Comment

0 Comments